//BREAKING//
Loading...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ମହିଳା ଜିଆରଏସ !!!


 ଭିଜିଲାନ୍ସ ଜାଲରେ ପଞ୍ଚାୟତ ମହିଳା ଜିଆରଏସ !!!

ମୁଖିଗୁଡ଼ା:----

( ତର୍ଜମା ନ୍ୟୂଜ )


 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ କର୍ଲାକୋଟ ପଞ୍ଚାୟତର ଜି ଆର ଏସ ମାରଗେରେଟ ପାଣିଗ୍ରାହୀ ଙ୍କୁ ଲାଞ୍ଚ ନେବା ବେଳେ  କଳାହାଣ୍ଡି ଭିଜିଲାନ୍ସ ମାଡି ବସିଥିଲା ମନରେଗା କାମ ପାଇଁ ସିଲାଇଜୋରର ଗ୍ରାମ ର ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା  ସମୟରେ   କଳାହାଣ୍ଡି ଭିଜିଲାନ୍ସ ଅଫିସର OPS,DSP ଶ୍ରୀ ପ୍ରଦୀପ କୁମାର ଆଇନ୍ଦ  ଙ୍କ ସହ ଯୋଗରେ ଟିମ୍ ଦ୍ଵାରା ଧରାପଡ଼ି ଗିରଫ ହୋଇଥିବା ବେଳେ  ମାରଗେରେଟଙ୍କ ମୁଖିଗୁଡ଼ା ବାସଭବନରେ ଭିଜିଲାନ୍ସ ରେଡ୍ ଦ୍ଵାରା  ନଗଦ ୧୫ ହଜାର ଟଙ୍କା ଜବତ କରିବା ସହ , ବିଲ୍ ବୁକ୍ ଗୁଡ଼ିକ ସହିତ ବିଭିନ୍ନ କାଗଜ ପତ୍ର ଜବତ କରିଥିଲେ।  ଏନେଇ ବାବୁଲି ହରିଜନ ଆଗରୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିବା ଜଣା ପଡ଼ିଛି।  ଏଥିରେ କଳାହାଣ୍ଡି ଭିଜିଲାନ୍ସ ର ପ୍ରମିଳା ସୁନା, ଆଲୋକ କୁମାର ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ବେଣୁଧର ବେହେରା, ରାଜେନ୍ଦ୍ର କୁମାର ନାଏକ ସମସ୍ତ ଙ୍କ ସହ ଯୋଗରେ ଚଡ଼ାଉ ହୋଇଥିଲା। ଏ ନେଇ କଳାହାଣ୍ଡି ଭିଜିଲାନ୍ସ ଦ୍ଵାରା ପି. ଏସ. କେସ ନଂ  36,22/11/2023  ୟୁ. /ଏସ. 7ପି, ସି. Amendment Act. 2018 ଅନୁଯାଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ର ଜଣାପଡୁଛି l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe