//BREAKING//
Loading...

କଲମପୁର:- ଇଚ୍ଛାପୁର ସିଏଚଓଙ୍କ ମୃତ୍ୟୁ,କାରଣ ଅସ୍ପଷ୍ଟ, ଡାକ୍ତରଖାନାରେ ପଡିଛି ଶବ !!!

 କଲମପୁର:- ଇଚ୍ଛାପୁର ସିଏଚଓଙ୍କ ମୃତ୍ୟୁ,କାରଣ ଅସ୍ପଷ୍ଟ, ଡାକ୍ତରଖାନାରେ ପଡିଛି ଶବ !!!


କଲମପୁର:------- -୨୦/୧୨(ତର୍ଜମା ନ୍ୟୁଜ)   

     କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଏଣେ କର୍ମଚାରୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି,ମୃତ କର୍ମଚାରୀ ହେଲେ ରୋଜାଲିନୀ ପାତ୍ର,ସେ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ଇଚ୍ଛାପୁର ଗ୍ରାମର ସିଏଚଓ ଭାବେ କାର୍ଯ୍ୟରତ ଥିଲେ, ତାଙ୍କ ଘର ପୁରୀ ଜିଲ୍ଲା ସଦରମହକୁମା ହୋଇଥିବା ବେଳେ ତାଙ୍କ ପରିବାରର କେହି ଆସିନଥିବାରୁ ଡାକ୍ତରଖାନାରେ ଶବ ପଡିରହିଛି, କେଉଁ କାରଣରୁ ଏପରି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଆଜି ସକାଳେ ରୋଜାଲିନୀ ବାଥରୁମ ଯାଇ ଅଚେତ ଅବସ୍ଥାରେ ପଡ଼ିଥିଲେ, ସହକର୍ମୀ ଉଦ୍ଧାର କରି ଓଟୋରିକ୍ସା ଯୋଗେ ଡାକ୍ତରଖାନା ଆଣିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ,ଖବର ଲେଖା ହେବା ପର୍ଯ୍ୟନ୍ତ ମୃତା ରୋଜାଲିନୀଙ୍କ ମରଶରୀର ଡାକ୍ତରଖାନାରେ ପଡିରହିଥିବା ବେଳେ ପୁଲିସ ଡାକ୍ତରଖାନା ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ,ଏଥିସହ ପୁଲିସ ମାମଲା ମଧ୍ୟ ହୋଇପାରି ନାହିଁ,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe