//BREAKING//
Loading...

କଳାବଜାରୀ ରେ ଧାନ କିଣି ମିଲମାଲିକ ମାଲେମାଲ !!!

 କଳାବଜାରୀ ରେ ଧାନ କିଣି ମିଲମାଲିକ ମାଲେମାଲ !!!


ଜୁନାଗଡ଼। ,;------                                 (ତର୍ଜମା ନିୟୁଜ )                                     କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ଓଡ଼ିଶାର ଦ୍ୱତୀୟ ଭାତ ହାଣ୍ଡି ହୋଇ ଥିବାବେଳେ, ପ୍ରଚୁର ପରିମାଣ ରେ ଧାନ ଉତ୍ପାଦନ ହେଉଥିବା ଓ ଚାଷୀଙ୍କ ମୁଣ୍ଡ ଉପରେ ଛାୟା ବାଦଲ ଦେଖି, ଜୁନାଗଡ଼ ଏନ,ଏଚ ୨୬ରାସ୍ତା ନିକଟ ବର୍ତ୍ତୀ ରେ ଥିବା ରବୀନ ଫୁଡ ନାମକ ଧାନମିଲ କଳାବଜାରୀ କରି ଧାନ କିଣିବା ଦେଖିବାକୁ ମିଳିଛି | ଚାଷୀ ମାନେ ଧାନମଣ୍ଡିରେ ଧାନ ରଖି ଅନେକ ଦିନ ସୋଇ ଥିବାବେଳେ, ଚାଷୀଙ୍କ ସହ ଖେଳ ଖେଳଖେଳୁଛି ମିଲମାଲିକ, କେନ୍ଦ୍ରସରକାର ଓ ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା କୁ ବୁଝି ଅନେକ ଯୋଜନା ଆଣୁଥିବା ବେଳେ ଯୋଜନା କୁ ଫୁ କରୁଛି ମିଲମାଲିକ | ଏହି ସମସ୍ୟା କୁ ଲୋକଲୋଚନ କୁ ଆଣିବା ପାଇଁ ଜୁନାଗଡ଼ ଅଂଚଳରେ ସାମ୍ୱାଦିକ ମାନେ ଦିନରାତି ଚେଷ୍ଟା କରୁ ଥିବା ବେଳେ, ମିଲ ମାଲିକ ଗଣମାଧ୍ୟମ କ୍ନୁ ଫୋନ ଯୋଗେ ପୋଲିସ ର ଭୟ ଦେଖାଉ ଛନ୍ତି, ଏହି ପରିପେକ୍ଷୀରେ ଦେଦର ଗ୍ରାମ ପଂଚାୟତ ସୋରିଷ ମାଳ ର ନମ୍ବର ବିହୀନ ଟ୍ରାକ୍ଟରଯୋଗେ ଫାଲଗୁନି ନାଏକ ନାମକ ଚାଷୀ ଧାନଧରି ଯାଉ ଥିବା ଦେଖି ପଚାରିବାରୁ ମିଳର ଅନେକ ତଥ୍ୟ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି | ଏବିଷୟକୁ ନେଇ ଯୋଗାଣ ଅଧିକାରୀ ଏ ସି ସି ଓ ଙ୍କୁ ଜଣାଇବାରୁ ନିକଟସ୍ଥ ପ୍ୟାକ୍ସ ସେକ୍ରେଟାରୀ ସହିତ କଥା ହୋଇ ପଦକ୍ଷେପ ନେଉଛି ବୋଲି କହିଥିଲେ | ପରିତାପର ଏହିକିଯେ ଫଲଗୁନି ନାଏକ ନାମକ ଚାଷୀ ଗତ ୨୬,୫ ୨୪ତାରିଖ ର ଟୋକନ ଧରି ବହୁବାର ଧାନ ଆଣି ମିଳରେ ଦେଉ ଥିବା ଖବର ପାଇ | ମିଡ଼ିଆ ପ୍ରଶାସନିକ ଦୃଷ୍ଟି କରିବା ଚେଷ୍ଟା କରୁଥିବାବେଳେ ମିଲ ମାଲିକ ନିଜ ଘର ସାମ୍ନା ରେ ଜୁନାଗଡ଼ ପୋଲିସ ଷ୍ଟେସନ ଥିବାରୁ ପୋଲିସ ର ଭୟ ଦେଖାଉଚି | ଏ ଭଳି ଖବରକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି |

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe