ରାୟଗଡା ଜିଲ୍ଲା ବିଷମ କଟକ ବସଷ୍ଟାଣ୍ଡରେ ଜଳୁଛି ବସ।ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଥିବା ସୂଚନା। ନିଆଁ ଲାଗିବାର କାରଣ ଅସ୍ପଷ୍ଠ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ।
ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିଲା ବେଳେ ନିଆଁ ଲାଗିଲା!
ସମସ୍ତ ୪ଟି ଯାକ ବସ୍ ଜଣେ ମାଲିକଙ୍କର ସୂଚନା!.
ନିଆଁ କିପରି ଲାଗିଲା ଅସ୍ପଷ୍ଟ; ନିଆଁ ଲିଭାଉଛି ଦମକଳ ବାହିନୀ!
Post a Comment