//BREAKING//
Loading...

ଜୁନାଗଡ଼, ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ

 ଜୁନାଗଡ଼, ଲଙ୍କେଶ୍ୱରୀ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ


|


ଜୁନାଗଡ଼, (ତର୍ଜମା ନିୟୁଜ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହରି ଫାର୍ମ ହାଉସ ଠାରେ ଆଜି ଜୁନାଗଡ଼ ଲଙ୍କେଶ୍ୱରୀ ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ହୋଇଛି , ଚୟନ ପ୍ରକ୍ରିୟା ରେ ସର୍ବସମତିକ୍ରମେ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମାଝୀ ଙ୍କୁ ସଭାପତି ରୂପେ ଚୟନ କରିଥିଲେ, ଏବଂ ସମ୍ପାଦକ ରୂପେ ଶ୍ରୀଯୁକ୍ତ ବିମଲ ଚଦ୍ର ଶତପଥୀ ଙ୍କୁ ପ୍ରସ୍ତାବ ଆଗତ ହୋଇଥିଲା,ଉପ ସଭାପତି ଶ୍ରୀଯୁକ୍ତ ଟିକଚନ ବାଗ, କୋଷାଦକ୍ଷ ପ୍ରଦୀପ କୁମାର ଡୋଙ୍ଗରି, ଏହି ଚୟନ ପ୍ରକ୍ରିୟା ରେ, ପ୍ରଦୀପ କୁମାର ପଟନାୟକ, ଗୟା ରାମ ପୂଝାରୀ, ସପ୍ତେଶ୍ୱର ପାଢ଼ୀ, ସାହେବ ଛତ୍ରିଆ, କୃଷ୍ଣ ଲହଜଳ, ଜଗନାଥ ନାଏକ,ପ୍ରମୁଖ ଉପସ୍ଥିତ ଥିଲେ |

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe