ଭାରସାମ୍ୟ ହରାଇ ଓଲଟି ପଡିଲା ଟାଟା ମେଜିକ ଗାଢି ଅଳ୍ପକେ ବର୍ତ୍ତିଲେ ଚାଳକ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଆଜି ସକାଳ 6 ଘଣ୍ଟା ସମୟରେ ତ୍ରିଲୋଚନପୁର ରୁ ଲାଞ୍ଜିଗଡ଼କୁ ଯାଉଥିବା ସମୟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଟାଟା ମେଜିକ ଗାଢି ଅଳ୍ପକେ ବର୍ତ୍ତିଲେ ଚାଳକ
ଗାଁ ଲୋକଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି ଠିକାଦାର ରାସ୍ତା ନିର୍ମାଣ କରିବା ପାଇଁ ରାସ୍ତା ଖୋଲିଦେଇ ଗୋଟିଏ ମାସ ହୋଇ ଗଲାଣି ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କାମ ନ କରି ରାସ୍ତା ଖୋଲି ଦେଇଥିବାରୁ ପ୍ରତିଦିନ ଦୁର୍ଘଟଣା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Post a Comment