//BREAKING//
Loading...

ଛତିଶଗଡ ର ଯୁବକ କଳାହାଣ୍ଡିରେ ଆତ୍ମହତ୍ୟା ।।


ଛତିଶଗଡ ର ଯୁବକ କଳାହାଣ୍ଡିରେ ଆତ୍ମହତ୍ୟା ।।

ବୈଶାକୁ ପୁସାମ ଛତିଶଗଡ ରୁ ସେ ହାଇଦ୍ରାବାଦ ର ଏକ ବଇଲର ଫାର୍ମ ରେ କାମ କରୁଥିଲେ । ସେହି ଫାର୍ମ ରେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ବ୍ଲକ ଅନ୍ତର୍ଗତ ର ଚାଁଚେର ଗ୍ରାମର ନିଶା ପୁଷମ ମଧ୍ୟ୍ୟ କାମ କରୁଥିଲେ । ହେଲେ ଏହି ଦୁହିଁଙ୍କ ମଧ୍ୟ୍ୟରେ ପରସ୍ପର ପ୍ରେମ ସମ୍ପର୍କ ଗଡି ଉଠିଥିବାରୁ ଦୁହେଁ ଏକତ୍ର ରହିବାକୁ ଝିଅ ନିଶା ପୁଷମ ନିଜ ଗାଁ କୁ ଦୁହେଁ ଆସିଥିଲେ । ଗତ କାଲି ଦୁହିଁଙ୍କ ମଧ୍ୟ୍ୟରେ କଳହ କୁ ନେଇଁ ଦିବା ୧୨ଘଣ୍ଟା ସମୟରେ ବୈଶାଖୁ ପୁସାମ ଘରୁ ପଳାଇ ଯାଇଥିବା ବେଳେ ଆଜି ହଟାତ ଦେଖିବାକୁ ମିଳିଛି ଚାଁଚେର ଏନ୍ଏଚ୍ ୨୬ ରାଜପଥ କୁ ଦେଈ ଅମଠା ଯିବା ରାସ୍ତା ର ଭିତରେ ବୈଶାକୁ ଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି ।

ଘଟଣା ସ୍ଥଳରେ ଉତ୍କେଲା ଫାଣ୍ଡି ଅଧିକାରୀ ରମେଶ ଦୋରା ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରହିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe