//BREAKING//
Loading...

କଳାହାଣ୍ଡି ଶିକ୍ଷା ଜିଲ୍ଲାରେ ଦୁର୍ନିତି ର୍ ଗନ୍ଧ।


 କଳାହାଣ୍ଡି ଶିକ୍ଷା ଜିଲ୍ଲାରେ ଦୁର୍ନିତି ର୍ ଗନ୍ଧ।12 ଜଣ UP ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ  ପ୍ରମୋସନ କରା ନ ଯାଇ ଅଟକା ଯାଇ ସେମାନଙ୍କୁ ଜାଣି ବୁଝି ହଇରାଣ କରା ଯାଉଛି । ଅନ୍ୟ ପକ୍ଷରେ ଲେବଳ 3 ବା କନିଷ୍ଟ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ବେନିୟମ ଭାବରେ ହେଡ ମାଷ୍ଟର ଭାବରେ ପଦୋନ୍ନତି ଦେଇ ସହର ତଳି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଥାଇ ଥାନ କରା ଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷା ବିଭାଗ ତୁରନ୍ତ ବରିଷ୍ଠ ମାନଙ୍କୁ ପଦୋନ୍ନତି  ଦେବା ପାଇଁ ଅନୁରୋଧ । ଅନ୍ୟାୟ ର ସୀମା ଟପି ଗଲେ  ଲେଡି ଗୁଡ଼ କହୁଣି କୁ5 ବୋହି ଯିବ । କନିଷ୍ଠ ଙ୍କୁ ପଦୋନ୍ନତି ଆଉ ବରିଷ୍ଠ ଙ୍କୁ ଅବହେଳା, ଅନ୍ୟାୟ କେଉଁଥି ପାଇଁ, କଳାହାଣ୍ଡି ଜିଲ୍ଲାପାଳ ମହୋଦୟ ସ୍ବତନ୍ତ୍ର ଦୃଷ୍ଟି ଦେଲେ ଅନେକ ଗୁମର ଫିତିବ ବୋଲି ଆଲୋଚନା ହେଇଛି । କାହର ଅଧିକାର ନାଇଁ ଛିନ୍, କିଏ କାହାର ଵୁଆ ଘରୁ ନାଇଁ ଦେବାର , ଚାକିରି କରୁଛନ୍ ତାଙ୍କୁ ସରକାର ପଦୋନ୍ନତି ର ସୁବିଧା ଦେଇଛେ , କାହିକିଁ ନିଜ ପଦ, ମର୍ଯ୍ୟାଦା, ଓ ଦିର୍ଘ୍ ବର୍ଷ ର ଚାକିରି ଜିବନକୁ କଳଙ୍କିତ କରୁଛ। କର୍ତ୍ତବ୍ୟ ରେ ଅବହେଳା ଓ ତଳିଆ କର୍ମାଚାରି ମାନଙ୍କୁ ତାଙ୍କ ଅଧିକାର ନାଇଁ ଦେଲେ ଧିକ ତୁମର ଅଧିକାରୀ ପଦ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe