//BREAKING//
Loading...

ଓଡ଼ିଶାପ୍ରଦେଶ କଂଗ୍ରେସ କମିଟି ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷିତ !!

 ଓଡ଼ିଶାପ୍ରଦେଶ କଂଗ୍ରେସ କମିଟି ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷିତ !!



ଭୁବନେଶ୍ୱର:--(ତର୍ଜମା ବ୍ୟୁରୋ ନ୍ୟୁଜ )

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ନୂତନ କାର୍ଯ୍ୟକର୍ତ୍ତା ଙ୍କ ନାମ ଆଜି ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରଯୁକ୍ତ ଭକ୍ତ ଚରଣ ଦାସ  ଗତ ତିନିମାସ ତଳେ ରାଜ୍ୟ ସଭାପତି ମନୋନୀତ ହୋଇ ଥିଲେ । ତିନି ମାସ ମଧ୍ୟରେ ନୂତନ କମିଟି ଘୋଷଣା ରେ 7 ଜଣ ଉପ ସଭାପତି, 10 ଜଣ ସାଧାରଣ ସଂପାଦକ , 12 ଜଣ ସଂପାଦକ ଙ୍କ ନାମ ଏ ଆଇସିସି ଅନୁମୋଦନ କରିଥିବା ଜଣା ପଡିଛି । ଏହି କମିଟିରେ ଯୁବ ନେତୃତ୍ବ ଙ୍କୁ ଅଗ୍ରାଧିକାର ସହ ଅଭିଜ୍ଞ ମାନଙ୍କ ସମ୍ମିଶ୍ରଣ ରେ ଏକ ସନ୍ତୁଳିତ ରାଜ୍ୟ କମିଟି ଗଠିତ ହୋଇଛି ବୋଲି  ବରିଷ୍ଠ କଂଗ୍ରେସ କର୍ମୀ ମାନେ ମତ ପ୍ରକାଶ କରିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe