//BREAKING//
Loading...

ବ୍ରେକିଂ ନ୍ୟୁଜ... ଭିଜିଲାନ୍ସ ପଞ୍ଜା ରେ ଆଇଏଏସ ଧିମାନ୍ ଚକମା, ଧର୍ମଗଡ ଉପ ଜିଲ୍ଲାପାଳ।

 ବ୍ରେକିଂ ନ୍ୟୁଜ... ଭିଜିଲାନ୍ସ ପଞ୍ଜା ରେ ଆଇଏଏସ  ଧିମାନ୍ ଚକମା, ଧର୍ମଗଡ ଉପ ଜିଲ୍ଲାପାଳ।


 

 ତର୍ଜମା ବ୍ୟୁରୋ ନ୍ୟୁଜା:...

        ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ଜୟ ପାଟଣା ଅଞ୍ଚଳ ର ଜୈନିକ କ୍ରସର ମାଲିକ ଙ୍କ ଠାରୁ ଦଶ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଭିଜିଲାନ୍ସ ଟିମ ଙ୍କ ତରଫରୁ ଉପ ଜିଲ୍ଲାପାଳ ଙ୍କ ବାସଭବନ ରେ ଚଢାଉ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୭ ଲକ୍ଷ ଟଙ୍କା ମିଳିଥିବା ଜଣା ପଡିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe