//BREAKING//
Loading...

ସରକାର ଆମେ ଶରଦା ହେମୁଁ!!

 ଇ ପାଞ୍ଚ ବର୍ଷୀଆ ଉଖଳା ଖାଉ ମାନଙ୍କର ଦରମା ଯେନ୍ତା ରାଜ୍ୟ ସରକାର ବଢ଼େଇ ଦେଲେ  ସେମାଙ୍କର ସାତ ପୁର୍ଶା ଇ ସରକାର ର ଗୁଣ ଗାଏବେ. ଇ 35 ବର୍ଷ ଲୋକଙ୍କ ର କାଜେ ସରକାରୀ ଚାକିରି କରି ମାହେଜି, ପିଲା ଛାଡି  ସରକାରୀ ଚାକିରିଆ ଯାକ କାଏଁ ଦୋଷ କଲେ ହୋ ସରକାର. ଆମର ବିଧାୟକ ମାନଙ୍କର ଯେତେ ଦରମା ବୃଦ୍ଧି କଲ ଆମେ ଶରଦା, ତାଳି ପିଟି ଆଙ୍ଗୁଲ ଯାକ ଦୁଖୀ ମଲାନା. ଟିକେ ବି ଯଦି ଜନ ସେବା ଆର ଯୁଗ ଯୁଗ ପାଈଁ ଇତିହାସ ରେ ନାଁ ଲେଖେଇ କରି ଫାଷ୍ଟ କ୍ଳାସ ପାଏବାର ଅଛେ ହେଲେ ରାଜ୍ୟ ର ସବୁ ସରକାରୀ ଚାକିରି କରୁ ମାନଙ୍କର ହେନ୍ତା 3 ଗୁଣ ଦରମା, ଭତ୍ତା ବଢ଼େଇ ଦିଅ. ଯେନ ଚାକିରିଆ ଟିକେ, ଦୁର୍ନତି, ଲାଞ୍ଚୁଆ ଧରା ପଡିଗଲେ ତାଙ୍କର ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରିଦିଅ. ଗରିବ,ଦୁଖୀ, ମାନଙ୍କର ଚିନ୍ତା ନାଇଁ କର, ଦରଦାମ ଯେତେ ପାରୁଛ ବଢ଼େଇ ଦିଅ. ଯେତେ ନେତା ଚାକିରିଆ ଧନୀ ହେବେ  ସେମାନେ କେବଳ ସଂସାରେ ପରମାନେଣ୍ଟ ରହିଯିବେ, ଗରିବ, ଦୁଖୀ, ଆମପବ୍ଲିକ ବର୍ଷେ ଦୁଇ ବରଷ ଭିତରେ ଭୋକେ, ଶୋଷେ, ରୋଗ ବେମାରେ ପୋକ ମାଛି ବାଗିର ମରିଯିବେ, ଦେଶ, ରାଏଜ ନୁ ସବୁ ଦିନର କାଜେ ଗରିବ ହଟିଯିବେ, ମାଡ଼େକ ନେ ସବୁ କେଚରା  ସାଫ ହି ଯିବା. ସଭେ ଆମେ ଗରିବ, ଦୁଖୀ ସକାଳ ପାଏଲେ ଅରନ ଚିନ୍ତା ସଂସାର ଯାକ ଚିନ୍ତା ନୁ ମୁକ୍ତି ପାଇଜିମୂଁ , ଦୁଇ ବରଷ ଭିତରେ ସବୁ ଦିନର ପାଇଁ ଛାର ଖାଇ ଜିମୂଁ.। ଯାହା ହି ଯାଉ ସରକାର ଇ ବ୍ୟବସ୍ଥା ଜଲଦି କରିଦିଅ, ଗରିବ, ଦୁଖୀ, ଶ୍ରମିକ, କୁଲି ଭୂତି କରି ଖାଉ, ମାନଙ୍କର କଲ୍ୟାଣ ହେବା.....।


ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସମ୍ପାଦକ, 

"ତର୍ଜମା ନ୍ୟୁଜ "

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe