//BREAKING//
Loading...

ତଳ ଜାରିଙ୍ଗ ଠାରେ ବିଜୁ ଯୁବ ଜନତାଦଳ ତରଫରୁ ବୃକ୍ଷ ରୋପଣ ।

 

ଜୁନାଗଡ଼-(ତର୍ଜମା ନ୍ୟୁଜ)--ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସ୍ଥାନୀୟ ସରପଞ୍ଚ କେ ସୁନିଲ କୁମାରଙ୍କ ସହଯୋଗରେ ଆଜି ତଳଜାରିଙ୍ଗ ଗ୍ରାମ ପଞ୍ଚାୟତ ଠାରେ ୧୦୦ ଗୋଟି ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର,ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଯୁବ ନେତା ଦିନେଶ ବଗର୍ତୀ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଅମିତ ଯାଦବ ପ୍ରମୁଖ ଯୋଗଦେଇଥିଲେ ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe