ଜୟପାଟଣା : ୧୯/୦୮ ( *ତର୍ଜମାନ୍ୟୁଜ* ) ପ୍ରଧାନମନ୍ତ୍ରୀ ଆବସ ଯୋଜନା, ବିଜୁ ପକ୍କାଘର ଏବଂ,ନିର୍ମାଣ ଶ୍ରମିକ ପକ୍କାଘର ଆଦି ପାଇ ଗୃହକୁ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ କରିଥିବା ହିତାଧିକାରୀ ମାନଙ୍କୁ ନେଇ ଶୁକ୍ରବାର ଉଚ୍ଛୁଳା ପଞ୍ଚାୟତ ଠାରେ ଏକ ହିତାଧିକାରୀ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଉଚ୍ଛୁଳା ଗ୍ରାମ ପଞ୍ଚାୟତ ଜିଓଟେଗ ମହେଶ୍ୱର ନାଏକ, ଯୋଗାଣ ସହାୟକ ଶଙ୍କର ଠାକୁର ଙ୍କ ସମତେ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଏହି ହିତାଧିକାରୀ ସମ୍ମିଳନୀରେ ହିତାଧିକାରୀ ମାନଙ୍କୁ ଦୁଇ ମାସ ମଧ୍ୟରେ ଗୃହ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଶପଥ ପାଠ କରାଯାଇଥିଲା ।
Post a Comment