//BREAKING//
Loading...

ଦରଦାମ ବୃଦ୍ଧି କୁ ନେଇ କଂଗ୍ରେସ ର ମାଣିଙ୍ଗ ହାଟ ରେ ହଲ୍ଲାବୋଲ



ଭବାନୀପାଟଣା :--- (ତର୍ଜମା ନ୍ୟୁଜ)ସଦର ବ୍ଲକ କଂଗ୍ରେସ ସଭାପତି ସୁବାସ ପ୍ରଧାନ ଙ୍କ ନେତୃତ୍ୱରେ କର୍ଲlପଡା ଗ୍ରାମପଞ୍ଚାୟତ ର ମାଣିଙ୍ଗ ହାଟରେ ବ୍ଲକ କଂଗ୍ରେସ ର ହଲ୍ଲାବୋଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କେନ୍ଦ୍ର ରବି ଜେ ପି ସରକାର ଦ୍ୱାରା ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ, ଡିଜେଲ, ଗ୍ୟାସ ଠାରୁ ଆରମ୍ଭ କରି ପ୍ରତ୍ୟକ ସାମଗ୍ରୀ ର ଦର ବୃଦ୍ଧି ସାଧାରଣ ଜନତାକୁ ଅଡୁଆରେ ପକାଇଲାଣି l ସେହିପରି ଚୂଡ଼ା, ଗୁଡ, ମୁଢ଼ି, ଦହି, କ୍ଷୀର, ଭଳି ସାମଗ୍ରୀ ଉପରେ ସରକାର ଟେକ୍ସ ଆଦାୟ କରିବା ଆଶ୍ଚଯ୍ୟ ଜନକ ଘଟଣା lଏଣୁ କଂଗ୍ରେସ ନେତାମାନେ ହଲ୍ଲା ବୋଲ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ସଚେତନ କରିବାସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅପାରଗତା କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳ ର ଜିଲ୍ଲା ସ୍ତରୀୟ ବରିଷ୍ଠ ନେତା ମାନେ ଉପସ୍ଥିତ ରହିଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe