ମୁଖୀଗୁଡା:---(ତର୍ଜମା ନ୍ୟୁଜ)ମୂଖିଗୁଡା ଦୁର୍ଗା ପୂଜା କମିଟି ର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପୂଜା କମିଟି ସମ୍ପାଦକ ସ୍ୱର୍ଗତଃ ପ୍ରଫୁଲ୍ଲ କୁମାର ନାୟକ ଙ୍କ ଶୃତି ଉଦ୍ଦେଶ୍ୟ ରେ ଏକ ଶୋକସଭା ଅ ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ପ୍ରଫୁଲ୍ଲ କୁମାର ନାୟକ ମୁଖୀଗୁଡା ଦୁର୍ଗାପୂଜା କମିଟି ର ସଙ୍ଘ କୀର୍ତନ ଦଳ କମିଟି ର ସମ୍ପାଦକ ଭାବରେ ରହି ଥିଲେ । ତାଙ୍କୁ ମନେ ପକାଇ ଥିଲେ । ମୁଖିଗୁଡା ଦୁର୍ଗାପୂଜା କମିଟି ତରଫରୁ ପୁରୁଣା ମାର୍କେଟ ଠାରେ ଶୋକ ସଭା ରେ ଦୁର୍ଯ୍ୟୋଧନ ଚିନ୍ଦା ,ଚତୁର ସୁନା,ଲକ୍ଷ୍ମୀ ଧର ନାଏକ, ବନମାଳି ମାଝୀ,କାର୍ତ୍ତିକ ପଟେଲ,ଡମ୍ବରୁଧର ମହାଲିକ, ରବି ହରିଜନ ସମିତି ସଭ୍ୟସନ୍ତୋଷ ମହାଲିକ,ଦୁର୍ଯ୍ୟୋଧନ ବାଣୁଆ,ନିଧନ ହରିଜନଗୋବିନ୍ଦ ପଟେଲଗୌରାଙ୍ଗ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ମୁଖୀଗୁଡା ରୁ ଅମଜଦ ଖାଁ ରିପୋର୍ଟ ।
ମୁଖୀଗୁଡା ରେ ଶୋକସଭା
By: Tarzama News
0




Post a Comment