ଭବାନୀପାଟଣା:----(ତର୍ଜମା ନ୍ୟୁଜ)ସ୍ଵାଧୀନତା ଦିବସ ଅବସରରେ, ସଂସ୍କାର ଭାରତୀ ତରଫରୁ , ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଗୁଗୁଲ ମିଟ ଜରିଆରେ ଆୟୋଜିତ ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଆସରର ମୁଖ୍ୟ ବକ୍ତା ଡଃ ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଏହି ଉତ୍ସବରେ ସ୍ବାଧୀନତା ଦିବସ ବିଷୟରେ ଆଲୋଚନା କରି ଏହାର ମହିମା ମଣ୍ଡିତ କରିଥିଲେ।ସଭା ପରିଚାଳନା କରିଥିଲେ ସଂସ୍କାର ଭାରତି ସାହିତ୍ୟ ବିଭାଗ ପ୍ରମୁଖ ନାହିଦା ଶାହୀନ। କବିତା ଆସର ର ସଂଯୋଜନା କରିଥିଲେ ଯୁବ କବି ଶ୍ରୀ ପ୍ରଶାନ୍ତ କୁମାର ଦାସ। ଆସରକୁ ନିଜ ସୁନ୍ଦର ସରସ କବିତା ଦ୍ୱାରା ସଜାଇ ଥିଲେ ଶ୍ରୀ ସୋହନ ଲାଲ ଅଗ୍ରୱାଲ, ଶ୍ରୀମତୀ ସୁଦେଷ୍ଣା ପଣ୍ଡା, ଶ୍ରୀମତୀ ସବିତା ସତପଥି , ଶ୍ରୀ ସନ୍ତୋଷ ଶତପଥୀ,ଶ୍ରୀ ନରତ୍ତୋମ ପାତ୍ର,ଶ୍ରୀ ବିଶ୍ଵ ରଞ୍ଜନ ପଣ୍ଡା, ରୁବୀ ଚୌଧୁରୀ, ଆଶୁତୋଷ ପୁରୋହିତ, ମିନତି ପ୍ରଧାନ, ସସ୍ମିତାସାହୁ, ମଞୁରାଣୀ ରଥ ଦେଶପ୍ରେମ କବିତା ପାଠ କରିଥିଲେ। ଶ୍ରୋତା ହିସାବରେ ଶ୍ରୀ ଶେଷ ଦେବ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଏହି କବିତା ଆସର ଟି ଗୁଗୁଲ ମିଟ ଜରିଆରେ ଆୟୋଜିତ ହୋଇଥିଲା ।

Post a Comment