//BREAKING//
Loading...

ବିହାର କଂଗ୍ରେସ ଭବନରେ ସ୍ବାଧୀନତା ଦିବସ ପାଳନ ।


 ପାଟଣା:-(ତର୍ଜମା ବ୍ୟୁରୋ ନ୍ୟୁଜ)ବିହାର ପ୍ରଦେଶ ର ପାଟଣା ସ୍ଥିତ କଂଗ୍ରେସ ଭବନ ସଦାକତ ଆଶ୍ରମ ରେ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି ।ବିହାର ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ଏକ କି, ମି, ଲମ୍ବ ଜାତୀୟ ପତାକା ସହ ସହର ପରିକ୍ରମା କରିତଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ମଦନ ମୋହନ ଝା ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ବିହାର ପ୍ରଦେଶ କଂଗ୍ରେସ ପ୍ରଭାରୀ ଶ୍ରୀ ଭକ୍ତ ଚରଣ ଦାସ ଉପସ୍ଥିତ ରହି ପତାକା ଉତ୍ତୋଳନ ପରେ ଏକ ପାଞ୍ଚ କିମି ବ୍ୟାପି ପଦଯାତ୍ରା ରେ ଯାଇ  ଦେଶର ପ୍ରଥମ ରାଷ୍ଟ୍ରପତି ଡ଼ଃ, ରାଜେନ୍ଦ୍ର ପ୍ରସାଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe