//BREAKING//
Loading...
Showing posts from November, 2023

ପଦ୍ମଫୁଲ ତୋଳିବାକୁ ଯାଇ ପାଣି ରେ ବୁଡି ଜୀବନ ହରେଇଲେ ଯୁବକ!!! ( ତର୍ଜମା ନ୍ୟୂଜ ) ଭବାନୀ ପାଟଣା:----- ଭବାନୀ ପାଟଣା ସଦର ବ୍ଳକ ଅନ୍ତର୍ଗତ କଲମ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବର ଗାଁ ପୋଖରୀ ରେ ବୁଡି ପ୍ରାଣ ହରାଇଥିବା ଘଟଣା ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ କାଲି ସନ୍ଧ୍ୟା ସମୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପୂଜା ପାଇଁ ବର ଗାଁ ର ମୋଟିରାମ ମହାନନ୍ଦ,( ୨୯ ) ନିକଟସ୍ଥ ପୋଖରୀ କୁ ପଦ୍ମଫୁଲ ତୋଳିବାକୁଯାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ପୋଖରୀ ଭିତର କୁ ପଶି ଆଉ ବାହାରି ନ ପାରି ପାଣି ରେ ବୁଡି ପ୍ରାଣ ହରାଇ ଥିଲେ । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ରାତିରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛଦ ପାଇଁ ପଠେଇ ଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପାରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି ସଦର ପୋଲିସ । ଗ୍ରାମ ଶ୍ମଶାନ ରେ ମୋତି ଙ୍କ ଶେଷକୃତ୍ୟ ସଂପନ୍ନ ହୋଇ ଥିବା ଜଣା ପଡିଛି। ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

ପଦ୍ମଫୁଲ ତୋଳିବାକୁ ଯାଇ ପାଣି ରେ ବୁଡି ଜୀବନ ହରେଇଲେ ଯୁବକ !! ( ତର୍ଜମା ନ୍ୟୂଜ ) ଭବାନୀ ପାଟଣା:-----    ଭବାନୀ ପ…

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଯାଇ ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: କାର୍ତ୍ତିକ ପୂର୍ଣ୍ଣମୀରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ…

ମହାବୀର ମହୋତ୍ସବର ଚତୁର୍ଥ ଦିବସରେ ଜିଲ୍ଲାସ୍ତରୀୟ କବିତା ପାଠୋସବ ଶାନ୍ତି, ମୈତ୍ରୀ, ସଂହତି, ମଶାଲ ଶୋଭାଯାତ୍ରା, “ସ୍ମରଣୀକା ଗିରିଝର ଉନ୍ମୋଚନ”

ମହାବୀର ମହୋତ୍ସବର ଚତୁର୍ଥ ଦିବସରେ ଜିଲ୍ଲାସ୍ତରୀୟ କବିତା ପାଠୋସବ ଶାନ୍ତି, ମୈତ୍ରୀ, ସଂହତି, ମଶାଲ ଶୋଭାଯାତ୍ରା, “ସ…

ମହାବୀର ମହୋତ୍ସବର ତୃତୀୟ ଦିବସରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଏବଂ ଯୁଗଳ ନୃତ୍ୟ ଦର୍ଶକଙ୍କ ମନମୋହିଲା

ମହାବୀର ମହୋତ୍ସବର ତୃତୀୟ ଦିବସରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଏବଂ ଯୁଗଳ ନୃତ୍ୟ ଦର୍ଶକଙ୍କ ମନମୋହି…

ଭବାନୀ ପାଟଣା ରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ରଭବାନୀ ପାଟଣା ରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଦଘାଟିତ !!

ଭବାନୀ ପାଟଣା ରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଦଘାଟିତ !!  ଭବାନୀ ପାଟଣା:---- ( ତର୍ଜମା ନ୍ୟୂଜ ) କଳା…

Load More That is All

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe