//BREAKING//
Loading...
Showing posts from May, 2023

ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ ନାମ ଭର୍ତି ପାଇଁକଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ରେ ନିଷ୍ପତ୍ତି।

ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ  ନାମ ଭର୍ତି ପାଇଁକଳାହାଣ୍ଡି ଜିଲ୍ଲା ଦକ୍ଷତା ପର…

ଏମ ରାମପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।

ଏମ ରାମପୁରଠାରେ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କଙ୍କ  ଅଧ୍ୟକ୍ଷତାରେ  ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ। ଭବାନୀ…

ଟଙ୍କା ଓ କାର ସହ ତିନି ଜଣ ଗିରଫ !!! ଜୟପୁର:--- (ତର୍ଜମା ବ୍ୟୁରୋ ନ୍ୟୁଜ) କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଧିକାରୀ ଶ୍ରୀ ଇଶ୍ୱର ତାଣ୍ଡି ଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ୬:୨୫ ମି ସନ୍ଧ୍ୟା ସମୟରେ ଜୟପୁର ଏସ୍.ଆଇ. ଆମ୍ବାଗୁଡା କୋଲ୍ଡ ଷ୍ଟୋର ନିକଟରେ ପାଟ୍ରୋଲିଂ କଲାବେଳେ ୨୬ ନମ୍ବର ଜାତୀୟ ରାଜପଥରେ ପ୍ରାୟ ସନ୍ଧ୍ୟା ୭:୨୦ ସମୟରେ ଗୋଟିଏ ମାରୁତି-ସୁଜିକ୍ କାର୍ ସେଠାରେ ଠିଆ ହୋଇଥିଲା ଯାହାର ନମ୍ବର ଆର୍ ଜେ୨୭ସିଜି୫୩୨୨ ଏବଂ ନବରଙ୍ଗପୁର ପାର୍ଶ୍ୱରୁ ଆସୁଥିବା ଜଣା ପଡୁଥିଲା । କାର୍ ଭିତରେ ତିନି ଜଣ ବ୍ୟକ୍ତି ଯଥା ନରେଶ ସାଲଭି , କାର୍ ର ଡ୍ରାଇଭର୍ କରଣ ସିଂ ରାଣାୱତ, ଦୁଇ ଜଣ ବାହାର ରାଜ୍ୟ ରାଜସ୍ତାନ ର ହୋଇଥିବା ବେଳେ ଧବୁଲୁ ହରିଜନ ଜୟପୁର ଏରିଆ ର ବୋଲି ଜଣାପଡିଛି । ସେମାନେ ବହୁ ଦୂରରୁ ଭ୍ରମଣ ଉଦ୍ଦେଶ୍ୟରେ ଆସୁଥିବା ହେତୁ ପୋଲିସ୍ ସନ୍ଦେହ କରି ପଚାରିବାରୁ ସେମାନେ ତାଙ୍କ ର ବିସ୍ତୃତ ବିବରଣୀ ଦେଇଥିଲେ । ନିରନ୍ତର ପଚରାଉଚରା ବେଳେ ସେମାନେ ଗଂଜେଇ ସଂଗ୍ରହ କରୁଥିବା ସ୍ୱୀକାର ମଧ୍ୟ କରିଥିଲେ ଏବଂ ଗତ ୪୩ ଦିନ ହେଲା ଏହି ଅଂଚଳ ରେ ସେମାନେ ରହି ଆସୁଥିଲେ । ଧବୁଲୁ ହରିଜନ ମାଧ୍ୟମରେ ପୂର୍ବ ରୁ ବହୁବାର ଗଂଜେଇ ସଂଗ୍ରହ କରୁଥିଲେ । ବର୍ତ୍ତମାନ ୬୦ ହଜାର ଟଙ୍କା ଧବୁଲୁକୁ ଅଗ୍ରୀମ ଗଂଜେଇ କିଣିବା ନିମନ୍ତେ ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛନ୍ତି । ଏହି ମାମଲାରେ ଉକ୍ତ କାର୍ କୁ ଯାଞ୍ଚ କରିବାରୁ ସେଥିରେ ନଗଦ ୧୫ହଜାର ୨ଶହ ଟଙ୍କା ସହ ୫ ଟି ମୋବାଇଲ୍ ଫୋନ ଏବଂ ବ୍ୟବହାର ହେଉଥିବା କାର୍ କୁ ମଧ୍ୟ ଜବତ କରି ତିନି ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସଦର ପୋଲିସ୍ ସୂଚନା ଦେଇଛନ୍ତି ।

ଟଙ୍କା ଓ କାର ସହ ତିନି ଜଣ ଗିରଫ !!!  ଜୟପୁର:--- (ତର୍ଜମା ବ୍ୟୁରୋ ନ୍ୟୁଜ) କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଧି…

*ଜଗତ ଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ସାନିଧ୍ୟରେ ୬୨୬ ତମ କବୀର ସାହେବ ପ୍ରକଟ ଦିବସ ପାଳିତ !!

*ଜଗତ ଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ସାନିଧ୍ୟରେ ୬୨୬ ତମ କବୀର ସାହେବ ପ୍ରକଟ ଦିବସ ପାଳିତ !! ଭବାନ…

ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ !!

ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ରଥଯାତ୍ରା  ଓ  ବାହୁଡା଼ ଯାତ୍ରା୨୦୨୩ ନିମନ୍ତେ  ପ୍ରସ୍ତୁତି  ବୈଠକ !! ଭବାନୀପା…

କଳାହାଣ୍ଡି ଜିଲ୍ଲାରେ ଅଣ ସର୍ଭେ ଗ୍ରାମରେ ହାଇଟେକ୍ ସର୍ଭେ ର ସମୀକ୍ଷା ପାଇଁ ଓଡ଼ିଶା ଭୁଲେଖ ନିର୍ଦ୍ଦେଶକ ଙ୍କ କଳାହାଣ୍ଡି ଗସ୍ତ !!!

କଳାହାଣ୍ଡି ଜିଲ୍ଲାରେ ଅଣ ସର୍ଭେ ଗ୍ରାମରେ ହାଇଟେକ୍ ସର୍ଭେ ର ସମୀକ୍ଷା ପାଇଁ   ଓଡ଼ିଶା ଭୁଲେଖ                   …

ଓଡ଼ିଆ ଜାତିର ଅପମାନ କାହିଁକି, କୁଆଡେ ଗଲା ବିଜୁ ବାବୁ ଙ୍କ ସ୍ବପ୍ନ, ସ୍ୱାଭିମାନ ଓ ଓଡ଼ିଆ ଜାତି ପ୍ରତି, କାହିଁକି ହତ୍ୟା କରା ଯାଇଛି ବିଜୁ ବାବୁ ଙ୍କ ସ୍ବପ୍ନ କୁ ?

ଓଡ଼ିଆ ଜାତି ର ସ୍ୱାଭିମାନ ର ପ୍ରତୀକ, ଜୀବନ୍ତ କିମ୍ବଦନ୍ତୀ ବ୍ୟକ୍ତିତ୍ୱ,    ଯିଏ କେବେ ନିଜ ମସ୍ତକ କେବଳ ଭଗବାନ ଙ୍…

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ  କଳାହାଣ୍ଡି…

ଅହଂକାର ଛାଡ଼ିଲେ ଓଡ଼ିଶାରେ କଂଗ୍ରେସ ଦଳ କୁ ସଫଳତା ମିଳିବ:---- ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ !!

ଅହଂକାର ଛାଡ଼ିଲେ ଓଡ଼ିଶାରେ କଂଗ୍ରେସ ଦଳ କୁ ସଫଳତା ମିଳିବ:---- ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ !! ଭବାନୀ ପାଟ…

*ମାଆ* ଏକ ହୃଦୟସ୍ପର୍ଶୀ କବିତା

ଏକ ହୃଦୟସ୍ପର୍ଶୀ କବିତା               *ମାଆ* ମାଆ ଏକ କ୍ଷୁଦ୍ର ଧ୍ଵନି ଟିଏ ତାର ବିଶାଳତା ବୁଝିଛି ଯିଏ ଆବାହନୀ ମନ…

ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ: ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ ସାମ୍ବାଦିକ ସମ୍ମିଳନୀ!!!

ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ: ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ ସାମ୍ବାଦିକ ସମ୍ମିଳନୀ!!! ଭବାନୀପାଟଣାରେ--- (…

ଉପଭୋକ୍ତା ଙ୍କୁ ଆର୍ଥିକ ଶୋଷଣ ର ଅନ୍ୟ ନାମ ଟାଟା ପାୱାର!!! ଚକ୍ରଵୄଦ୍ଧି ହାର ରେ ବିଦ୍ୟୁତ ବିଲ ଆଦାୟ।

ଉପଭୋକ୍ତା ଙ୍କୁ ଆର୍ଥିକ ଶୋଷଣ ର ଅନ୍ୟ ନାମ ଟାଟା ପାୱାର!!! ଚକ୍ରଵୄଦ୍ଧି ହାର ରେ ବିଦ୍ୟୁତ   ଭବାନୀପାଟଣା:----- ( …

Load More That is All

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe